ଯାଜପୁରରେ ଗୁଳିକାଣ୍ଡ; ଯୁବକ ମୃତ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଯାଜପୁର: ଯାଜପୁର ସହର କାଳିମେଘା ନିକଟରେ ଗୁଳିକାଣ୍ଡ ହୋଇଛି। ଗୁଳିକାଣ୍ଡରେ କୁଆଁସରପୁର ଅଞ୍ଚଳର ସୋମ୍ୟରଞ୍ଜନ ସାମଲ ପ୍ରାଣ ହରାଇଛନ୍ତି। ଶୀତଳେଶ୍ୱରରେ ଥିବା ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ ଯୁବକ। ଏହି ସମୟରେ କିଛି ଦୁର୍ବୃତ୍ତ ଗୁଳିମାଡ଼ କରିଥିଲେ। କଟକ ଏସ୍ ସି ବି ରେ ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ ହୋଇଛି।

powered by social2s