ଭୁବନେଶ୍ୱର ବୁଦ୍ଧ ନଗରରୁ ବିପୁଳ ପରିମାଣର ମଦ ଜବତ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଭୁବନେଶ୍ୱର ବୁଦ୍ଧ ନଗର ଅଞ୍ଚଳରୁ ବିପୁଳ ପରିମାଣର ମଦ ଜବତ କରିଛି ମୋବାଇଲ ସ୍କ୍ୱାଡ଼। ରେଡିକଆ ବସ୍ତିର ଏକ ଘରୁ ମଦ ଜବତ ହୋଇଥିଲା ଜଣାପଡିଛି।

powered by social2s