ଅନୁଗୁଳ : ଅନୁଗୁଳରେ ସୁନା ଲୁଟେରାଙ୍କୁ ପୋଲିସ୍ର ଏନ୍କାଉଣ୍ଟର କରିଛି। ପୋଲିସ୍ ଗୁଳିରେ ୨ ସୁନା ଲୁଟେରା ସଚିନ୍ ଗେଜ୍ଗେ ଓ ପ୍ରକାଶ ମାଦନେ ଗୁରୁତର ଆହତ ହୋଇଛନ୍ତି। ହଣ୍ଡପା ଜଙ୍ଗଲରେ ପୋଲିସ୍ ଓ ଲୁଟେରାଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ୨ ଲୁଟେରାଙ୍କୁ କଟକ ଏସ୍ସିବି ମେଡିକାଲ୍ ସ୍ଥାନାନ୍ତର କରାଯାଇଛି। ତାଳଚେରର ଏକ ଜୁଏଲାରୀରୁ ଚୋରି କରିଥିଲେ ଲୁଟେରା। ପ୍ରାୟ ୨୫୦ ଗ୍ରାମ୍ ସୁନା ଲୁଟିନେଇଥିଲେ।
powered by social2s

