୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଝାରସୁଗୁଡ଼ା: ଝାରସୁଗୁଡ଼ା ବିଜୁ ଏକ୍ସପ୍ରେସ୍‌ ୱେ ଖେରୁଆଲ୍ ନିକଟରୁ ଅଢେଇ କ୍ୱିଣ୍ଟାଲ୍‌ ଗଞ୍ଜେଇ ଜବତ ହୋଇଛି। ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୨୫ ଲକ୍ଷ ଟଙ୍କାର ହେବ। ଏହି ଘଟଣାରେ ଜଣେ ଗିରଫ ହୋଇଥିବା ସୂଚନା। ବୌଦ୍ଧରୁ ରାୟଗଡ଼ ଚାଲାଣ ବେଳେ ଜବତ କଲା ବଡ଼ମାଲ ପୋଲିସ। ପୋଲିସ୍‌କୁ ଦେଖି ଫେରାର୍‌ ଉଦ୍ୟମ ବେଳେ ଗଞ୍ଜେଇ ଭର୍ତ୍ତି କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି।

powered by social2s