ମାଲକାନଗିରି: ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳ ଜଙ୍ଗଲରୁ ମାଓ ବିସ୍ଫୋରକ ଜବତ ହୋଇଛି। ଯୋଡ଼ାମ୍ବ ଥାନା ଅଁଳାପଦର ଓ ଗୁସୁମପଦର ଗାଁ ଜଙ୍ଗଲରୁ ଜବତ କରିଛି ପୋଲିସ। କମ୍ବିଂ ଅପରେସନ ବେଳେ ପୋଲିସ ଦ୍ବାରା ୩ଟି ଆଇଡି, ୩୨ଟି ଜିଲୋଟିନ୍ ଷ୍ଟିକ୍ ଓ ଅନେକ ମାଓ ସାମଗ୍ରୀ ଜବତ କରାଯାଇଛି।
powered by social2s

