ସଟର ତାଡ଼ି ଲୁଟିନେଲେ ଦେଢ଼ଲକ୍ଷ ଟଙ୍କା

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କୋଣାର୍କ: ଦୋକାନ ସଟର ତାଡ଼ି ଲୁଟିନେଲେ ନଗଦ ଦେଢ଼ଲକ୍ଷ ଟଙ୍କା। ୧ କୋଟି ଟଙ୍କାରୁ ଊର୍ଦ୍ଧ୍ବ ମୂଲ୍ୟର ମୋବାଇଲ ମଧ୍ୟ ଲୁଟ୍‌ କଲେ ଦୁର୍ବୁତ୍ତ। ପୁରୀ ଜିଲ୍ଲା ଅସ୍ତରଙ୍ଗ ବଜାରରେ ଥିବା ଏକ ମୋବାଇଲ ଦୋକାନରୁ ଲୁଟ୍‌ ହୋଇଛି। ପ୍ରମାଣ ନଷ୍ଟ ପାଇଁ ସିସିଟିଭ ଭାଙ୍ଗିଦେଲେ ଲୁଟେରା।

powered by social2s