୧ କ୍ବିଣ୍ଟାଲେ ଗଞ୍ଜେଇ ଫିଙ୍ଗି ଫେରାର ହେଲେ ମାଫିଆ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ବଲାଙ୍ଗିର: ପୋଲିସ ଗୋଡ଼ାଇବାରୁ ଗଞ୍ଜେଇ ଫିଙ୍ଗି ୨ ମାଫିଆ ଫେରାର ହୋଇଥିବା ସୂଚନା ବଲାଙ୍ଗୀର ଜିଲ୍ଲା ଆଠଗାଁ ଜଙ୍ଗଲ ରାସ୍ତାରୁ ପ୍ରାୟ ୧ କ୍ବିଣ୍ଟାଲ ଗଞ୍ଜେଇ ଜବତ ହୋଇଛି। ବୁଲେଟରେ ଚାଲାଣ ବେଳେ ପିଛା କରିଥିଲା ପୁଇଁତଳା ପୋଲିସ। ପୋଲିସକୁ ଦେଖି ଗଞ୍ଜେଇ ଫିଙ୍ଗି ଫେରାର ହୋଇଗଲେ ମାଫିଆ।

powered by social2s