ଘର ସାମ୍ନାରେ ସୋଇଥିବା ବେଳେ ଯୁବକଙ୍କୁ ଗଳା କାଟି ହତ୍ୟା

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କଳାହାଣ୍ଡି: ଘର ସାମ୍ନାରେ ସୋଇଥିବା ବେଳେ ଜଣେ ଯୁବକଙ୍କ ଗଳା କାଟି ହତ୍ୟା କରାଯାଇଥିଲା ସୂଚନା ମିଳିଛି। ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ରେ। ମୃତକ ହେଲେ ନୀଳମଣି ଦଣ୍ଡସେନା। ନୀଳମଣିଙ୍କ ପତ୍ନୀ ଚଂଚଳା ଘରେ ଥିଲା ବେଳେ ଏହି ଘଟଣା ଘଟିଛି। ତେବେ ସେ ଚିତ୍କାର କିଭଳି ଭାବେ ଶୁଣିପାରିଲେନି ତାହା ସନ୍ଦେହ କରୁଛି ପୋଲିସ।

powered by social2s