ନକଲି ବିଦେଶୀ ମଦ ଗୋଦାମ ରେ ଚଢ଼ାଉ ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ପାନପୋଷ ବାଲୁଘାଟ ବସ୍ତିରେ ଚାଲିଥିବା ଏକ ନକଲି ବିଦେଶୀ ମଦ ଗୋଦାମ ରେ ଚଢ଼ାଉ କରିଛି ପୋଲିସ। ଘଟଣାସ୍ଥଳରୁ ୮ ପେଟି ନକଲି ବିଦେଶୀ ମଦ, ୩ ବସ୍ତା ଠିପି ଓ ୪ ବସ୍ତା ଖାଲି ବୋତଲ ଜବତ ହୋଇଛି। ନକଲି ମଦ କାରବାର ରେ ସମ୍ପୃକ୍ତି ପାଇଁ ଦୁଇ ଜଣଙ୍କୁ ଗିରଫ କରାଯାଇଛି।
powered by social2s

