ସମ୍ବଲପୁରରେ ୧୦ ବସ୍ତା କଫ ସିରପ୍ ଜବତ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ସମ୍ବଲପୁର: ସମ୍ବଲପୁରରେ ଅବକାରୀ ବିଭାଗ ୧୦ ବସ୍ତା କଫ ସିରପ୍ ଜବତ କରିଛି। ଏହି ଘଟଣାରେ ଜଣଙ୍କୁ ଅଟକ ରଖାଯାଇଛି। ଜାତୀୟ ରାଜପଥ -୫୫ ନିକଟ ହାତିବାରୀରେ କଫ ସିରପ୍ ବୋଝେଇ ପିକଅପ୍ ଜବତ କରାଯାଇଛି। ପିକଅପ୍‌ରୁ ୨୪୦୦ ବୋତଲ କଫ ସିରପ୍ ଓ ୧୦୫୦୦ ନିଦ ବଟିକା ଜବତ କରାଯାଇଛି।

powered by social2s