ପୋଖରୀରୁ ମିଳିଲା ମଣିଷ ଖପୁରୀ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 ଆସ୍କା: ଗଞ୍ଜାମ ଜିଲ୍ଲା ଧରାକୋଟ ତହସିଲ ଅନ୍ତର୍ଗତ ବଳରାମପୁର ଗାଁ ପୋଖରୀରୁ ମଣିଷ ଖପୁରୀ ମିଳିଥିବାର ସୂଚନା ମିଳିଛି। ମାଛ ଧରିବା ବେଳେ ହାଡ଼ ବହାରିବାରୁ ପୋଲିସ କୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ। ହିଂଜିଳିକାଟୁ ପୋଲିସ ପୋଖରୀରୁ ଠାବ କଲା ମଣିଷ ଖପୁରୀ।

powered by social2s