ଜୟପୁର: କୋରାପୁଟ ଘାଟିରେ ଏକ ଅକ୍ସିଜେନ ସିଲିଣ୍ଡର ଟ୍ରକରୁ କୋଟିଏ ଟଙ୍କା ର ଗଞ୍ଜେଇ ଜବତ କରିଛି ଜୟପୁର ସଦର ପୁଲିସ। ଟ୍ରକରୁ ୧୨୭୭ କେଜିର ଗଞ୍ଜେଇ ଜବତ କରାଯାଇଛି। ଗଞ୍ଜେଇ ସହ ୨ଟି ମୋବାଇଲ ଫୋନ ଓ ଟ୍ରକକୁ ମଧ୍ୟ ସିଜ୍ କରିଛି ପୁଲିସ। ଏହା ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଜୟପୁର ପୁଲିସ।
powered by social2s

