ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ବଳଦିଆବନ୍ଧ ନିକଟରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ମୃତକ ହେଲେ ବଳଦିଆବନ୍ଧର ମିଥୁନ ଜେନା। ଆଖି ହସ୍ପିଟାଲ ପରିସରରେ ଥିବା ଏକ ପରିତ୍ୟକ୍ତ ଘରୁ ମୃତଦେହ ଉଦ୍ଧାର କରିଛି ପୋଲିସ। ଧାରୁଆ ଅସ୍ତ୍ରରେ ଯୁବକଙ୍କ ବେକ ଓ ମୁଣ୍ଡକୁ ଆକ୍ରମଣ ସନ୍ଦେହ ।
powered by social2s

