ସପ୍ତମ ବାଟାଲିଅନ ଯବାନଙ୍କୁ ଛୁରାମାଡ଼

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଗତକାଲି ରାତିରେ ଭୁବନେଶ୍ୱର ସପ୍ତମ ବାଟାଲିଅନ ପରିସରରେ ସାମାନ୍ୟ ବଚସାରୁ ପରମା ନାୟକ ନାମକ ଜୈନକ ଯବାନ ବସିର ଖାଁ ନାମକ ଅନ୍ୟ ଜଣେ ଯବାନଙ୍କୁ ଏକ ଛୁରାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ବସିର ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି। ଅଭିଯୁକ୍ତ ପରମା ଙ୍କୁ ଚନ୍ଦ୍ରଶେଖରପୁର ଥାନା ପୋଲିସ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି।

powered by social2s