ମାଲକାନଗିରିରେ ତିନିଜଣ ନକଲି ଡାକ୍ତର ଗିରଫ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ତିନିଜଣ ନକଲି ଡାକ୍ତରଙ୍କୁ ଗିରଫ କଲା କାଲିମେଳା ପୋଲିସ। ସେମାନଙ୍କ ଠାରୁ ବହୁ ପରିମାଣରେ ଔଷଧ ଜବତ ହୋଇଥିବା ସୁଚନା।

 

ଦୀର୍ଘ ଦିନ ଧରି ଏମାନେ ନିଜକୁ ଡାକ୍ତର କହି ଲୋକଙ୍କୁ ଠକୁଥିଲେ।

 

powered by social2s