ଭୁବନେଶ୍ୱର ଉପକଣ୍ଠରେ ଜୁଆ ଆଡ୍ଡାରେ ଚଢ଼ାଉ, ୧୧ ଗିରଫ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ବାଲିଅନ୍ତା: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ବାଳକାଟି ଅଞ୍ଚଳରେ ଏକ ଜୁଆ ଅଡ୍ଡାରେ ପୋଲିସ ଚଢ଼ାଉ କରିଛି। ଗତ ବିଳମ୍ବିତ ରାତିରେ ଅନନ୍ୟା ମଣ୍ଡପରେ ଜୁଆ ଖେଳ ଚାଲିଥିବା ବେଳେ ଚଢ଼ାଉ କରିଥିଲା ପୋଲିସ। ଘଟଣାସ୍ଥଳରୁ ୩ ବାଇକ୍, ଗୋଟିଏ ଅଟୋ ଓ ୫ ମୁଠା ତାଶ ଜବତ ହୋଇଛି।

powered by social2s