ଭୁବନେଶ୍ୱର: ମାନବବାଦ ସଙ୍ଗଠନ ମୁଖ୍ୟ ମାନସ ଦାସ ଙ୍କୁ ଉଠାଇ ନେଲା ଖୋର୍ଦ୍ଧା ପୋଲିସ। ଖୋର୍ଦ୍ଧା ଏସ ଡି ପି ଓ ସୁଶୀଲ ମିଶ୍ରଙ୍କ ନେତୃତ୍ୱରେ ଏକ ପୋଲିସ ଟିମ ଆସି ତାଙ୍କ ସହିଦ ନଗର ସ୍ଥିତ ଘରୁ ଉଠାଇ ନେଇଛନ୍ତି। ତାଙ୍କ ନାମରେ ହତ୍ୟା ଉଦ୍ୟମ, ଧମକ ଓ ନିର୍ଯାତନା ଭଳି ଅଭିଯୋଗ ଥିଲା।
powered by social2s

