ମାସକରେ ରାଜଧାନୀରେ ଲୁଟ୍ ୬୦.୪୮ ଲକ୍ଷ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଭୁବନେଶ୍ୱରରେ ମାସକରେ ୬୦.୪୮ ଲକ୍ଷ ଟଙ୍କାର ସାଇବର ଠକେଇ ହୋଇଛି । ଗତମାସ ସେପ୍ଟେମ୍ବରରେ ୨୩୧ ଜଣ ରାଜଧାନୀବାସୀ ସାଇବର ଠକେଇ ର ଶିକାର ହୋଇଛନ୍ତି । ଯଥାସମୟରେ ସାଇବର ଠକେଇର ଶିକାର ହୋଇଥିବା ରାଜଧାନୀବାସୀ ଙ୍କ ଅଭିଯୋଗ ପାଇ ପୋଲିସ୍ ୧୭.୪୫ ଲକ୍ଷ ଉଦ୍ଧାର କରିଛନ୍ତି । ସାଇବର ଠକର ୭୨ ଟି ନମ୍ବରକୁ ବ୍ଲକ କରିଛି କମିସନରେଟ ପୋଲିସ୍ ।

powered by social2s