ଭୁବନେଶ୍ୱର ରେଳ ଷ୍ଟେସନ ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଭୁବନେଶ୍ୱର ରେଳ ଷ୍ଟେସନ ଭିତରକୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତଦେହରେ ରହିଛି କ୍ଷତ ଚିହ୍ନ। ମୃତ ଯୁବକ ଷ୍ଟେସନରେ ବୁଲା ବିକାଳି ଭାବେ କାମ କରୁଥିବା ସୂଚନା ମିଳିଛି। ମୃତଦେହ ଜବତ କରି କ୍ୟାପିଟାଲ ହସ୍ପିଟାଲ ପଠାଇଛି ରେଳବାଇ ପୋଲିସ।

powered by social2s