କଟକ: ବନ୍ଧୁକ ଡିଲ୍ ବେଳେ ଧରା ପଡ଼ିଲେ ୪ ଅଭିଯୁକ୍ତ। ଆଲବମ୍ ନିର୍ଦେଶକ ଜିତୁ ରାଉତଙ୍କୁ ଗିରଫ କରିଛି ବାଦାମବାଡ଼ି ପୋଲିସ। ଅଭିଯୁକ୍ତଙ୍କ ଠାରୁ ୩ ଟି ବନ୍ଧୁକ ଓ ୧୬ ଟି ଗୁଳି ଜବତ ହୋଇଛି। ପୂର୍ବରୁ ଦାଦାବଟି ମାଗିବା ସହ ଧମକ ଚମକ ନେଇ ମାମଲା ରହିଛି। ଦଶହରା ପୂର୍ବରୁ ଚାଲିଛି କମିଶନରେଟ ପୋଲିସର ଅପରାଧୀ ଦମନ ଅଭିଯାନ।
powered by social2s

