ଅଢେଇ କୋଟିର ବ୍ରାଉନ ସୁଗାର ଜବତ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଜଳେଶ୍ଵର: ବାଲେଶ୍ୱର ଜିଲ୍ଲା ଜଳେଶ୍ବର ଥାନା ଝାଡେଶ୍ବରପୁରରୁ ଅଢେଇ କୋଟି ଟଙ୍କାର ବ୍ରାଉନ ସୁଗାର୍ ଜବତ ହୋଇଛି । ଦୁଇ ଜଣ ମହିଳାଙ୍କ ସମତେ ଜଣେ ହୋଟେଲ ମାଲିକ ଗିରଫ ହୋଇଥିବା ସୂଚନା ମିଳିଛି। ପୋଲିସ ଓ ଅବକାରୀ ବିଭାଗର ଚଢଉ ବେଳେ ଜବତ ହୋଇଛି ଏହି ବ୍ରାଉନ ସୁଗାର । ଜବତ ବ୍ରାଉନ ସୁଗାର ର ପରିମାଣ ୨ କେଜି ୪୦୦ ଗ୍ରାମ ହେବ।

powered by social2s