ମମିତାଙ୍କୁ ହତ୍ୟା କରିଥିବା ସ୍ୱୀକାର କଲା ଅଭିଯୁକ୍ତ ଗୋବିନ୍ଦ ସାହୁ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ହତ୍ୟା କରିଥିବା ମାନିଲେ ଅଭିଯୁକ୍ତ ଗୋବିନ୍ଦ ସାହୁ। ମମିତା ବିଭିନ୍ନ ସମୟରେ ବ୍ଲାକମେଲିଙ୍ଗ କରୁଥିବାର ଗୋବିନ୍ଦ ଜେରା ବେଳେ ପୋଲିସ ଆଗରେ କହିଥିବା ସୂଚନା। ମମିତା ନିଖୋଜ ଘଟଣାର ପ୍ରତିବାଦରେ ବିଜେପି ପକ୍ଷରୁ ଆଜି ୧୨-ଘଣ୍ଟିଆ କଳାହାଣ୍ଡି ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି। ଘଟଣାରେ ସିବିଆଇ ତଦନ୍ତ ଦାବିରେ ଦିଆଯାଇଛି ବନ୍ଦ ଡାକରା। ଗତକାଲି ଗୋବିନ୍ଦକୁ ବଲାଙ୍ଗୀରରୁ ଗିରଫ କରିଥିଲା ପୋଲିସ।

powered by social2s