୫ ମୋବାଇଲ ଲୁଟେରା ଗିରଫ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଏକ ମୋବାଇଲ ଲୁଟେରା ଗ୍ୟାଙ୍ଗକୁ ଧରିଲା କମିସନରେଟ ପୋଲିସ। ବାଇକରେ ଆସି ମୋବାଇଲ ଝାମ୍ପି ନେଉଥିବା ଗ୍ୟାଙ୍ଗର ୫ ସଦସ୍ୟ ଗିରଫ ହୋଇଥିବା ସୂଚନା ମିଳିଛି। ଅଭିଯୁକ୍ତଙ୍କ ଠାରୁ ୧୪ ଟି ଦାମୀ ମୋବାଇଲ ଜବତ କଲା ଚନ୍ଦକା ଥାନା ପୋଲିସ। ଏକ ଚୋରି ସ୍କୁଟର ମଧ୍ୟ ଜବତ କଲା ପୋଲିସ।

powered by social2s