ଭୁବନେଶ୍ୱରରେ ୩ ଟି ବାର୍ ସିଲ୍

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଭୁବନେଶ୍ୱରରେ ୩ ଟି ବାର୍ ସିଲ୍ ହୋଇଛି। ଏକାମ୍ର, ଲାଇଭ୍ ଟପ୍ ଓ ନଶା ଡ୍ୟାନ୍ସ ବାର୍ ସିଲ କଲା କଟକ ଫ୍ଲାଇଂ ସ୍କୁୱାଡ଼ ଓ ଅବକାରୀ ବିଭାଗ। ବିନା ଅନୁମତିରେ ଚାଲିଥିଲା ଡ୍ୟାନ୍ସ ବାର୍। ରାତି ୧୦ ଟା ପରେ ଖୋଲା ରହିଥିବାରୁ ବାର୍ ଗୁଡ଼ିକୁ କାରଣ ଦର୍ଶାଅ ନୋଟିସ ଦିଆଯାଇଛି।

powered by social2s