ସାନଖେମୁଣ୍ଡି: ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ପଣିବନ୍ଧ ଗାଁରେ ବୋମାମାଡ଼ ହୋଇଥିବା ସୂଚନା ମିଳିଛି। ବୋମାମାଡ଼ରେ ଟୁକୁନା ସ୍ବାଇଁ ନାମକ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇ ଏମକେସିଜି ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।ଆଉ ଜଣେ ସାମାନ୍ୟ ଆହତ ବ୍ୟକ୍ତି ଧରାକୋଟରେ ଚିକିତ୍ସାଧୀନ ଅଛନ୍ତି । ମନରେଗା ଟଙ୍କା ବଣ୍ଟନକୁ ନେଇ ବଚସା ପରେ ବୋମାମାଡ଼ ହୋଇଥିବା ଜଣାପଡ଼ିଛି ।
powered by social2s

