ଦୁଇ ନକଲି ଅଧିକାରୀଙ୍କୁ ଗିରଫ କଲା କ୍ରାଇମ୍ ବ୍ରାଞ୍ଚ EOW

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ଓଡ଼ିଶା କ୍ରାଇମ୍ ବ୍ରାଞ୍ଚ ର  Economic Offences Wing(EOW) ଦ୍ୱାରା ଦୁଇ ନକଲି ଅଧିକାରୀ ଗିରଫ ହୋଇଛନ୍ତି । ଜଣେ PWD ଅଧିକାରୀ ଓ ଆଉ ଜଣେ ନକଲି ଆଇଏଏସ ଅଫିସର୍ କହି ଲୋକଙ୍କୁ ଠକୁଥିବା ସୂଚନା ମିଳିଛି । 

 

 

ସେମାନେ ପ୍ରାୟ ୧ କୋଟି ୧୭ ଲକ୍ଷ ଟଙ୍କାର ଠକେଇ ହୋଇଥିବା ଅଭିଯୋଗ ହୋଇଛି । ତିନି ଜଣ ଅଭିଯୋଗକାରୀଙ୍କ ଅଭିଯୋଗକୁ ଭିତ୍ତି କରି ଏହି ଦୁଇ ଜଣଙ୍କୁ ଗିରଫ କରାଯାଇଛି । 

 

ସରକାରୀ ଅର୍ଡର ଓ କଣ୍ଟ୍ରାକ୍ଟ ଦେବା ନାଁ ରେ ଏମାନେ ଠକୁଥିବା ଜଣାପଡ଼ିଛି।  ଠକେଇ କରିଥିବା ଆଉ ଦୁଇ ଅଭିଯୁକ୍ତ ଫେରାର ଅଛନ୍ତି । 

 

ମୁଖ୍ୟ ଅଭିଯୁକ୍ତ ନିଜକୁ RAW ର ଜଣେ ଅଧିକାରୀ ବୋଲି କହି ଠକୁଥିଲା ।

 

powered by social2s