ବ୍ରହ୍ମଗିରିରରେ ବୋମାମାଡ଼

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ବ୍ରହ୍ମଗିରି: ପୁରୀ ଜିଲ୍ଲା ବ୍ରହ୍ମଗିରି ସାତପଡ଼ା ନାଥପୁର ରେ ବୋମାମାଡ଼ ହୋଇଥିବା ସୂଚନା ମିଳିଛି । ଦୁଇ ସାହି ମଧ୍ୟରେ ଜମି ଜବରଦଖଲ କୁ ନେଇ ୨୦ ରୁ ଅଧିକ ବୋମାମାଡ ହୋଇଥିବା ଜଣାପଡ଼ିଛି । ଏଥିରେ ତିନି ଜଣ ଆହତ ହୋଇଛନ୍ତି ।ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ ଅଛନ୍ତି ।

powered by social2s