ଭୁବନେଶ୍ୱର: ଭୁବନେଶ୍ୱର ନୟାପଲ୍ଲୀ ଥାନା ଅଞ୍ଚଳରୁ ସୁପାରି କିଲର୍ ଗିରଫ ହୋଇଥିବା ସୂଚନା ମିଳିଛି । ଏଥିସହ ୨ ଟି ବିଦେଶୀ ବନ୍ଧୁକ ଓ ଗୁଳି ଜବତ କରିଛି ପୋଲିସ । ଜଣେ ଖଣି ବ୍ୟବସାୟୀଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲା ଅଭିଯୁକ୍ତ । ଅପରାଧିର ଦୁଇ ଫେରାର ସହଯୋଗୀଙ୍କୁ ଗିରଫ ପାଇଁ ଚଢାଉ ଜାରି କରିଛି ପୋଲିସ । ଅଭିଯୁକ୍ତଙ୍କ ନାଁ ରେ ବିଭିନ୍ନ ଥାନାରେ ରହିଛି ସଂଘୀନ ଆପରାଧିକ ମାମଲା ।
powered by social2s

