ଗଞ୍ଜାମ ରେ ଧରା ପଡ଼ିଲା ଲେଡି ଡନ୍

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଖଲ୍ଲିକୋଟ: ଗଞ୍ଜାମ ଖଲ୍ଲିକୋଟ ପୋଲିସ ହାତରେ ଧରା ପଡ଼ିଲା ଲେଡି ଡନ୍। କିଛି ବର୍ଷ ପୂର୍ବରୁ ନିଜ ସ୍ୱାମୀକୁ ହତ୍ୟା କରି ଜେଲ୍ ଯାଇଥିଲା ଲେଡି ଡନ୍ ରୀନା। ସେହି କେସ ରୁ ବଞ୍ଚିବା ପାଇଁ ବିଭିନ୍ନ ସ୍ଥାନରେ ପରିଚୟ ବଦଳାଇ ଲୋକଙ୍କୁ ଠାକୁଥିଲା ଲେଡି ଡନ୍। ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ ରେ ରହିଥିଲା ରୀନା ର ସମ୍ପୃକ୍ତି। ନିରୂପମା ନାମକ ଜଣେ ମହିଳାଙ୍କ ଘରୁ ଲୁଟିଥିଲା ୫ ଲକ୍ଷ ରୁ ଅଧିକ ଟଙ୍କାର ସୁନା ଗହଣା। ନିରୂପମା ଥାନା ରେ ଏତଲା ଦେବା ପରେ ରୀନା କୁ ଗିରଫ କରିଛି ପୋଲିସ।

powered by social2s