ବାହାନାଗା ଜଗନ୍ନାଥ ମନ୍ଦିରରୁ ଚୋରି

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ସୋର: ବାଲେଶ୍ୱର ଜିଲ୍ଲା ବାହାନାଗା ଜଗନ୍ନାଥ ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଶ୍ରୀ ଜଗନ୍ନାଥଙ୍କ ସୁନା ମୁକୁଟ, ରୂପା ପଟି ଓ ଅନ୍ୟାନ୍ୟ ଅଳଙ୍କାର ଚୋରି ହୋଇଥିବା ଜଣାପଡ଼ିଛି । ମନ୍ଦିରର ମୁଖ୍ୟ ଦ୍ୱାର ତାଲା ଭାଙ୍ଗି ଚୋରି ହୋଇଥିବା ଅଭିଯୋଗ।

powered by social2s