ଭୁବନେଶ୍ୱର: ଭୁବନେଶ୍ୱର ଝାରପଡ଼ା ଜେଲ୍ ରୁ ବାହାରିଲା ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ। କୋର୍ଟରୁ ସର୍ତ୍ତମୂଳକ ଜାମିନ ପାଇବା ପରେ ୧୪ ମାସ ପରେ ଜେଲ୍ ରୁ ବାହାରିଛି ରାଜା। ଦାଦାବଟି ଆଦାୟକୁ ନେଇ ରଜାକୁ NSA ରେ ଗିରଫ କରିଥିଲା କ୍ୟାପିଟାଲ ଥାନା ପୋଲିସ।
powered by social2s