ରାୟଗଡା:ରାୟଗଡା ଥାନା କୁମ୍ଭୀକୋଟା ଗାଁ ରେ ଗଣ୍ଡଗୋଳରୁ ହତ୍ୟାକାଣ୍ଡ ହୋଇଥିବା ଜଣାପଡ଼ିଛି। ଗୋଟିଏ ପରିବାରର ଆକ୍ରମଣରେ ଅଜୟ ଖୋସଲାଙ୍କ ମୃତ୍ୟୁ ନାମକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ନାଳ ପାଣି ଅଟକାଇବାକୁ ନେଇ ୨ ପରିବାର ମଧ୍ୟରେ ହୋଇଥିଲା ବିବାଦ। ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ରାୟଗଡା ପୋଲିସ ତଦନ୍ତ ଆରମ୍ଭ କରିଛି।
powered by social2s

