ମାଓ ପ୍ରଭାବିତ ଅଞ୍ଚଳରେ ଗଞ୍ଜେଇ ଚାଷ ନଷ୍ଟ କଲା କୋରାପୁଟ ପୋଲିସ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କୋରାପୁଟ: କୋରାପୁଟ ଜିଲ୍ଲାର ମାଓ ପ୍ରଭାବିତ ଅଞ୍ଚଳରେ ୪୭ ଏକର ଜମିରେ ଗଞ୍ଜେଇ ଚାଷ ନଷ୍ଟ କଲା କୋରାପୁଟ ପୋଲିସ। ମାଛକୁଣ୍ଡ ଥାନା ଅଞ୍ଚଳରେ ପ୍ରାୟ ୫୬,୪୦୦ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। ପୋଲିସ ସହ ଡିଭିଏଫ, ଅବକାରୀ ଓ ବନ ବିଭାଗ ର କର୍ମଚାରୀ ମଧ୍ୟ ସାମିଲ ଥିଲେ। ଦ୍ରୋନ ସାହାଯ୍ୟରେ ଗଞ୍ଜେଇ ଚାଷ ହୋଇଥିବା ଜାଗା ଚିହ୍ନଟ କରାଯାଇଥିଲା।

powered by social2s