ଭୁବନେଶ୍ୱର: ଓଡ଼ିଶାର ପହଞ୍ଚିଲା ୫୦,୦୦୦ ଓମିସିୟୋର କିଟ୍। ଭାରତର ପ୍ରଥମ ରାଜ୍ୟ ଭାବେ ଓମିସିୟୋର କିଟ୍ ଆଣିଛି ଓଡ଼ିଶା। ଟାଟା ମେଡିକାଲ ଓ ଡାଇଗୋନିଷଟିକ୍ସ ଲିମିଟେଡ ପଠାଇଛି ଏହି ଓମିକ୍ରନ୍ ଟେଷ୍ଟିଙ୍ଗ କିଟ୍। ୫ ଲକ୍ଷ କିଟ୍ ପାଇଁ ଅର୍ଡର କରିଥିଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ। ତେବେ ପ୍ରଥମ ପର୍ଯ୍ୟାୟରେ ୫୦,୦୦୦ କିଟ୍ ଆସିଛି। ଏହା ଦ୍ୱାରା ଓମିକ୍ରନ୍ ପ୍ରଜାତି ଶୀଘ୍ର ଚିହ୍ନଟ ହୋଇପାରିବ।
powered by social2s

