ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ସହରରୁ ୩ ଜଣ ଡକାୟତ ଗିରଫ ହୋଇଥିବା ସୂଚନା ମିଳିଛି। ଉଦିତ ନଗର ଅଞ୍ଚଳରେ ଥିବା ଏକ ଗହଣା ଦୋକାନ ଓ ଏକ ଘରେ ଏକ ଡକାୟତି ଯୋଜନା କରୁଥିବା ବେଳେ ଗିରଫ କରିଛି ପୋଲିସ। ଅଭିଯୁକ୍ତଙ୍କ ଠାରୁ ୨ଟି ପିସ୍ତଲ, ଗୁଳି, ଖଣ୍ଡା, ଶାବଳ, ୨ଟି ମୋବାଇଲ ଫୋନ, ଦୁଇଟି ସ୍କୁଟି ଓ ଅନ୍ୟ ମରଣାସ୍ତ୍ର ଜବତ ଜବତ ହୋଇଥିବା ଜଣାପଡ଼ିଛି।
powered by social2s

