Warning: getimagesize(/home/odiaray/public_html/images/BeautyPlus_20220211103010531_save.jpg): failed to open stream: No such file or directory in /home/odiaray/public_html/plugins/content/social2s/features/opengraph.php on line 354

OUAT ସହକାରୀ ପ୍ରଫେସରଙ୍କ ମୃତଦେହ ଉଦ୍ଧାର

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଭୁବନେଶ୍ୱରର ଓୟୁଏଟି କଲୋନୀରେ ପ୍ରଫେସରଙ୍କ ଆତ୍ମହତ୍ୟା ଅଭିଯୋଗ ହୋଇଛି। ମୃତ ଓୟୁଏଟି ସହକାରୀ ପ୍ରଫେସରଙ୍କ ନାମ ବାସନ୍ତୀ ଜେନା। ବିଳମ୍ବିତ ରାତିରେ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ଖଣ୍ଡଗିରି ଥାନା ପୋଲିସ।

powered by social2s