ଭୁବନେଶ୍ୱର ଉପକଣ୍ଠ ବାସୁଆଘାଇ ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times
 
 
ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ବାସୁଆଘାଇ ନଦୀରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଛି। ମୃତ ଯୁବକ ସ୍ଥାନୀୟ ମହିଷାଖାଲ ଅଞ୍ଚଳର ଆଲୋକ ଜେନା ବୋଲି ଜଣାପଡ଼ିଛି।
ହୋଲି ଦିନ ଠାରୁ ନିଖୋଜ ଥିଲେ ଆଲୋକ। ଏନେଇ ବଡ଼ଗଡ଼ ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକେ।
ତେବେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରୁଛନ୍ତି ତାଙ୍କ ମା।
 
 
 
 
 
powered by social2s