କୋରାପୁଟ: କୋରାପୁଟ ଜିଲ୍ଲା ସଦର ଥାନା ଅନ୍ତର୍ଗତ ପୋଡ଼ାଗଡ଼ ପଞ୍ଚାୟତ ଲୁକୁମାରି ଗାଁରେ ଜଣେ ମହିଳା ତା ତିନି ବର୍ଷର ପୁଅର ବେକ କାଟି ହତ୍ୟା କରିଥିବା ଜଣାପଡ଼ିଛି। ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି।ଗାଁରେ ଚଇତି ପର୍ବ ଚାଲିଥିଲା ବେଳେ ଘଟିଛି ଏହି ଅଭାବନୀୟ ଘଟଣା। ଅଭିଯୁକ୍ତ ମହିଳାକୁ ପୋଲିସ୍ ଅଟକ ରଖିଛି।
powered by social2s

