ଟ୍ରାଫିକ ପୋଲିସ୍ ପକ୍ଷରୁ ଗାଡ଼ିରୁ କଳାକାଚ ହଟାଇବା ଅଭିଜାନ ଆରମ୍ଭ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଭୁବନେଶ୍ୱରରେ ଟ୍ରାଫିକ ପୋଲିସ୍ ପକ୍ଷରୁ ଆରମ୍ଭ ହେଲା କଳାକାଚ ହଟାଇବା ଅଭିଯାନ । ଦୁଇ ଦିନରେ ୫୧ ଟି ଗାଡ଼ିରୁ ଆଦାୟ ହୋଇଛି ୨୫,୫୦୦ ଟଙ୍କା ଜୋରିମାନା। କଳାକାଚ ଲାଗିବାରୁ ଟ୍ରାଫିକ ପୋଲିସ୍ ର ସଂକେତ ଜାଣିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଚାଳକ। ଅନେକ ସମୟରେ କଳାକାଚ ଲଗାଇ ଅପରାଧ କରୁଛନ୍ତି ଅପରାଧୀ।

powered by social2s