ରାୟଗଡ଼ାରେ ଦିନ ଦିପହରରେ ଲୁଟ୍

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ସିଙ୍ଗାପୁର ଛକ ନିକଟରେ ଆଜି ଦିନ ଦିପହରରେ    ଏକ ବାଇକ୍ ଡିକିରୁ ୧ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ସୂଚନା ମିଳଛି। ଜେକେପୂର୍ ସ୍ଥିତ ଷ୍ଟେଟ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ରୁ ଟଙ୍କା ନେଇ ଫେରୁଥିବା ବେଳେ ଲୁଟ୍ ର ଶିକାର ହେଲେ ଚାଷୀ ବାଙ୍ଗାର ରାଜୁ ପେଦେଣ୍ଟି।

powered by social2s