ଯୋଡ଼ା: କେନ୍ଦୁଝର ଜିଲ୍ଲା ଯୋଡ଼ା କଲ୍ୟାଣ ମଣ୍ଡପ ନିକଟରେ ଏକ ତେଜରାତି ଦୋକାନୀଙ୍କୁ ଗୁଳିମାଡ଼ ହୋଇଛି। ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ଗୁଳିମାଡ଼ କରି ଦୋକଣଙ୍କ ଠାରୁ ବ୍ୟାଗ୍ ଛଡ଼ାଇ ନେଲେ ଦୁଇ ଜଣ ଦୁର୍ବୃତ୍ତ। ଗୁରୁତର ଦୋକାନୀ ଯୋଡ଼ା ଟିସ୍କୋ ଡାକ୍ତରଖାନା ରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ଗୋଡ଼ରେ ବାଜିଛି ଗୁଳି।
powered by social2s

