ବରଗଡ଼: ବରଗଡ଼ ଜିଲ୍ଲା ସୋହେଲା ଥାନା ଅଧୀନ ଗର୍ଭଣା ଗାଁରେ ଏକ ନରକଙ୍କାଳ ଉଦ୍ଧାର ହୋଇଥିବା ସୂଚନା ମିଳିଛି। ମତ୍ସଜୀବୀ ମାନେ ମାଛ ଧରୁଥିବା ବେଳେ ଏକ ବୁଦା ମୂଳରେ ନରକଙ୍କାଳ ଦେଖିବାକୁ ପାଇଥିଲେ ଓ ସୋହେଲା ପୋଲିସ୍ କୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ନରକଙ୍କାଳ କୁ ଉଦ୍ଧାର କରିଥିଲା।
powered by social2s

