ମୟୂରଭଞ୍ଜ ରେ ବ୍ୟବସାୟୀଙ୍କୁ ଗୁଳି କରି ୨୦ ଲକ୍ଷ ଲୁଟ୍

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ବାରିପଦା: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଞ୍ଚଳ ହାଟ ବାଦଡା ରେ ଜଣେ ବ୍ୟବସୟୀଙ୍କ ଠାରୁ ୨୦ ଲକ୍ଷ ଲୁଟ୍ ହୋଇଥିବା ସୂଚନା ମିଳିଛି। ପଶ୍ଚିବଙ୍ଗରୁ ଆସିଥିବା ଦୁଇ ଜଣ ବ୍ୟବସାୟୀଙ୍କ ଉପରେ ଗୁଳିମାଡ଼ ହୋଇଥିଲା ୪ ଜଣ ଦୁର୍ବୃତ୍ତ ୩ ରାଉଣ୍ଡ ଗୁଳିମାଡ଼ କରି ଫେରାର ହୋଇଯାଇଛନ୍ତି।

powered by social2s