କଟକ: ମାଲଗୋଡାଉନ୍ ପୋଲିସ୍ ଏବଂ କଟକ ମ୍ୟୁନିସିପାଲ କର୍ପୋରେସନ୍ (ସିଏମ୍ସି) ସ୍ୱାସ୍ଥ୍ୟ ୟୁନିଟ୍ ଅଧିକାରୀମାନେ ଆଜି ଦିନ କଟକ ଠାରେ ଏକ ନକଲି ସସ୍ ଉତ୍ପାଦନ ୟୁନିଟ୍ ରେ ଚଢାଉ କରିଛନ୍ତି। ଏହି ସଂପର୍କରେ ଦୁଇ ଜଣଙ୍କୁ ଅଟକ ରଖାଯାଇଛି।
ଅଧିକାରୀମାନେ ଘଟଣାସ୍ଥଳରୁ ୫୦ ପେଟି ଅପମିଶ୍ରିତ ସସ୍ ଏବଂ ୫୦ ପେଟି ଚାଉମିନ୍ ଉଦ୍ଧାର କରିଛନ୍ତି |
powered by social2s

