ଭୁବନେଶ୍ୱର ବରମୁଣ୍ଡା ବସ ଷ୍ଟାଣ୍ଡ ରୁ ଦୁଇ ଗଞ୍ଜେଇ ବେପାରୀ ଗିରଫ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times
 
 
ଭୁବନେଶ୍ୱର: ଭୁବନେଶ୍ୱର ବରମୁଣ୍ଡା ବସ ଷ୍ଟାଣ୍ଡ ରୁ ଦୁଇ ଜଣ ଗଞ୍ଜେଇ ବେପାରୀଙ୍କୁ ଗିରଫ କଲା ଭରତପୁର ଥାନା ପୋଲିସ। ଦୁଇ ଯୁବକଙ୍କ ନିକଟରୁ ୨୮ କେଜି ଗଞ୍ଜେଇ ଜବତ ହୋଇଥିବା ସୂଚନା। ଫୁଲବାଣୀ ରୁ ଗଞ୍ଜେଇ ଆଣି ବସ ଯୋଗେ ବିହାର ଯିବାକୁ ବାହାରିଥିଲେ ଉଭୟ।
powered by social2s