ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ ଡକାୟତି ଯୋଜନା ପଣ୍ଡ କଲା ପୋଲିସ। ପାଞ୍ଚ ଜଣ ଡକାୟତ ଗିରଫ ହୋଇଥିବା ସୂଚନା। ସେମାନଙ୍କ ଠାରୁ ୩ଟି ୭ ଏମ୍ ଏମ୍ ଦେଶୀ ବନ୍ଧୁକ, ୨ଟି ୯ ଏମ୍ ଏମ୍ ବନ୍ଧୁକ, ଗୋଟିଏ ରିଭଲଭର, ୮ଟି ମାଗାଜିନ, ୧୩ଟି ଗୁଳି ଓ ୫ଟି ବୋମା ଜବତ ହୋଇଛି।
powered by social2s