ସ୍ତ୍ରୀର କଟାମୁଣ୍ଡ ଧରି ବୁଲିଲା ସ୍ୱାମୀ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଢେଙ୍କାନାଳ: ସ୍ତ୍ରୀର କଟାମୁଣ୍ଡ ଧରି ରାସ୍ତାରେ ବୁଲିଲା ସ୍ୱାମୀ। ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଚନ୍ଦ୍ରଶେଖରପୁର ଗାଁରେ ଘଟିଛି ଏଭକି ଅଭାବନୀୟ ଘଟଣା। ପରକୀୟ ପ୍ରୀତି ସନ୍ଦେହରେ ସ୍ତ୍ରୀର ମୁଣ୍ଡ କାଟି ହତ୍ୟା କଲା ସ୍ୱାମୀ। ପରେ କଟାମୁଣ୍ଡ ଧରି ୧୨ କିମି ଚାଲିବା ପରେ ଅଭିଯୁକ୍ତକୁ ଅଟକାଇଲେ ସ୍ଥାନୀୟ ଲୋକେ। ଜଙ୍ଗିରା ନିକଟରେ ପହଞ୍ଚି କଟା ମୁଣ୍ଡ ଜବତ କରି ଅଭିଯୁକ୍ତକୁ ଗିରଫ କଲା ପୋଲିସ।

powered by social2s