ଅଫିମ ଚାଲାଣ ଅଭିଯୋଗରେ ୫ ଗିରଫ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ଅଫିମ ଚୋରା ଚାଲାଣ ଅଭିଯୋଗରେ ୫ ଜଣ ଗିରଫ ହୋଇଛନ୍ତି। ହରିଚନ୍ଦନପୁର ଥାନା ଠାକୁରପଡ଼ା ଗାଁ ନିକଟରୁ ୧୦ କିଲୋ ଓଜନର ଅଫିମ ଜବତ ହୋଇଥବା ସୂଚନା। ଅଭିଯୁକ୍ତଙ୍କ ଠାରୁ ଏକ କାର୍ ମଧ୍ୟ ଜବତ କରାଯାଇଛି।

powered by social2s