ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ବିଜେବି କଲେଜରେ ରାଗିଙ୍ଗ ଅଭିଯୋଗ ହୋଇଛି। ରୁଦ୍ର ନାରାୟଣ ପାତ୍ର ନାମକ ଜଣେ ଛାତ୍ରଙ୍କୁ ୩୦ ଜଣ ଛାତ୍ର ରାଗିଙ୍ଗ କରିଥିବା ସେ ବଡ଼ଗଡ଼ ଥାନାରେ ଅଭିଯୋଗ କରିଛନ୍ତି। କଲେଜର ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ବାଣିଜ୍ୟ ଛାତ୍ର ରୁଦ୍ର ନାରାୟଣ ପାତ୍ର ଙ୍କୁ ୩୦ ଜଣ ସିନିଅର ଛାତ୍ର ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି।
powered by social2s

