ବାଲେଶ୍ୱର:କର୍ମଚାରୀ ଓ ଗ୍ରାହକଙ୍କୁ ତାଲା ପକାଇ ବ୍ୟାଙ୍କ ଲୁଟିନେଲେ ଦୁର୍ବୃତ୍ତମାନେ। ୮ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଛନ୍ତି। ଆଜି ଦିନ ଦି' ପହରରେ ଏପରି ଘଟଣା ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅଞ୍ଚଳରେ ଘଟିଛି। ଖବର ପାଇ ବାଲେଶ୍ୱର ଏସ୍ପି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି।
powered by social2s

